Happy women's day
October 30, 2022
1
ଝିଅଜେବେ ବାହା ମଣ୍ଡପରୁ ଶଶୁର ଘରକୁ ଜାୟେ , ସେତେବେଳ ସେ ପର ଲାଗେନାହିଁ ................ଜେବେ ସେ ନିଜଘରକୁ ଆସେ ହାତ ମୁହଁ ଧୋଇବା ପରେ...ସାମ୍ନାରେ ଟଙ୍ଗା ଜାଇଥିବା ଟଉଲିଆ ବଦଳରେ ନିଜ ବେଗରୁ ରୁମାଲ କାଢ଼ି ମୁହଁ ପୋଛେ ସେତେବେଳ ସେ ପର ଲାଗେ .....
ଜେବେ ସେ ରୋଷେଇ ଦୁଆର ପାଖରେ ଅପରିଚିତ ଭାବରେ ଠିଆ ହୁଏ , ତେବେ ସେ ପର ଲାଗେ .....
ଜେବେ ସେ ପାଣି ଗିଲାସେ ପାଇବା ପାଇଁ ଏପଟ ସେପଟ ଦେଖେ , ସେତେବେଳେ ସେ ପର ଲାଗେ ......
ଜେବେ ସେ ପଚାରେ Washing machine ଚଲେଇବା ପାଇଁ ପଚାରେ ସେତେବେଳେ , ସେ ପର ଲାଗେ .....
ଜେବେ ଟେବୁଲ ଉପରେ ଖାଇବା ରଖିବା ପରେ ଖାଇବାକୁ ଖୋଲେନାହିଁ , ସେତେବେଳେ ସେ ପର ଲାଗେ ....
ଜେବେ ପଈଶା ପଡିଜିବା ସମୟରେ ନିଜର ନଜର ପକାୟେ ନାହିଁ , ସେତେବେଳେ ସେ ପରଲାଗେ ......
ଜେବେ କଥା କଥାରେ ଅନାବଶ୍ୟକ କଥା କହି ଖୁସୀ ହବାର ନାଟକ କରେ , ସେତେବେଳେ ସେ ପର ଲାଗେ .....
ଆଉ ଜେବେ ଜିବା ସମୟରେ (ଆଉ କେବେ ଆସିବୁ )ର ଜବାବ (ଦେଖିବା କେବେ ଆସିବା )ଏହି ଜବାବ ଦିଏ ସେତେବେଳେ ସେ ସବୁଦିନ ପାଇଁ , ସେ ପର ଭଳି ଲାଗେ .....
କିନ୍ତୁ ଗାଡିରେ ବସିବା ପରେ , ଜେବେ ସେ ନିଜଆଖି ଚୁପ ଚୁପ କରୀଦେଖେ ସେତେବେଳେ ସେ , ଏକ ଝଟକାରେ ପର ଭଳିଆ ଲାଗେ .....
ଭାଇ ମୋତେ ଭାଗ ଦରକାର ନାହିଁ .....
କିନ୍ତୁ ମୋ ମା...କୁ ଭଲରେ ରଖିବୁ ......
ମୋତେ କିଛି ଦବା ଦରକାର ନାହିଁ .....
ବାସ ଭଲପାଇବା ଦେଉଥିବୁ ....
ବାପାଙ୍କର ଏଇ ଘରକୁ ମୋ ଭାବନାରେ ସଜେଈକି ରଖିବୁ ...
ଛୁଆଙ୍କ ମନରେ ମୋର ମାନ ବନେଇ ରଖିବୁ .....
ଏ ଘର..ର ଝିଅ ମୁଁ ଏହି ସନ୍ମାନ ସଜେଇ ରଖିବୁ ....
ଝିଅରୁ ମା...ର ..ସଫର (ବହୁତ ସୁନ୍ଦର ସବୁ ନାରୀ ଜାତିର ସମର୍ପିତ )...
ଝିଅରୁ ମା...ର ...ସଫର ବିନା ଚିନ୍ତାରୁ ଚିନ୍ତାର ସଫର ...
କାନ୍ଦିବାକୁ ଚୁପ କରେଇବା ସଫର ......
ପ୍ରଥମେ ଜଉ ପଣତରେ ନିଜେ ଲୁଚୀଜାଉଥିଲେ ଆଜି ଅହୁକାହାକୁ ସେଇ ପଣତ ରେ ଲୁଚେଇ ରଖନ୍ତି ...
ପ୍ରଥମେ ଆଙ୍ଗୁଳି ଗରମ ଲାଗୀ ଜୀବାରୁ ଘର କମ୍ପେଇ ଦଉଥିଲା , ଆଜି ହାତ ଜଳିଜିବା ପରେ ବି ଖାଇବା ବନାଏ ....
ପ୍ରଥମେ ଜିଏ ଛୋଟ ଛୋଟ କଥାରେ କାନ୍ଦି ପକାଉଥିଲା ...
ଆଜି ସିଏ ବଡ ବଡ କଥାକୁ ମନରେ ଲୁଚେଇ ରଖୁଛି ....
ପ୍ରଥମେ ଜିଏ ଭାଇ ସାଙ୍ଗ ମାନଙ୍କ ସାଙ୍ଗରେ ଝଗଡା କରୁଥିଲା ଆଜୀ ସେ , ସେମାନଙ୍କ ସାଙ୍ଗରେ କଥା ହବାପାଇଁ ଡରୁଛି .....
ମା ....ମା ...କହିକି ଜିଏ ପୁରା ଘରକୁ ଉଛାଲୁଥିଲା ଆଜି ସେ , ମା ସୁଣିକୀ ଧୀରେ ଧିରେ ହସୁଛି ...
10 ଟା...ରେ ..ଉଠିବା ପରେ ବି ଜିଏ କହୁଥିଲା ଏତେ ଜଲ୍ଦି ଉଠି ପଡିଲି , ଆଜି 6 ଟା ...ରେ ..ଉଠିବା ପରେ ବି ଲେଟ ହୋଇଗଲା ବୋଲି ଭାବୁଛି ....
ନିଜ ଈଛା ପୁରା କରିବାକୁ ବର୍ଷ ବର୍ଷ ବିତି ଜାଉଥୀଲା , ଆଜି ନିଜପାଇଁ ଶାଢ଼ୀଟିଏ ଆଣିବା ପାଇଁ ଭାବୁଛି .....
ପୁରାଦିନ ଫ୍ରି ହେବାପରେ busy ଅଛିବୋଲି କହୁଛି .....
ଏବେ ପୁରା ଦିନ କାମ କରିକି ବି କାମଚୋର ବୋଲି ଶୁଣୁଛି ...
ଗୋଟେ ପରିଖ୍ଯା ପାଇଁ ଜିଏ ପୁରା ବର୍ଷ ପଢୁଥିଲା , ଆଜି ସେ ପ୍ରତିଦିନ ବିନା ପଢାରେ ପରିଖ୍ଯା ଦଉଛି .....
ଜାଣେନା କେବେ କାହାର ଝିଅ କାହାର ମା ହେଇଗଲା ....
କେବେ ଝିଅରୁ ମା...ର ...ସଫର କୁ ଚାଲିଗଲା ...
ଝିଅ ଅଛି...ତ ..କାଲି ଅଛି ....
ବହୁତ ସୁନ୍ଦର ଅଟେ ଝିଅ ଜାଣେନା ଲୋକମାନେ କାହିଁକି ବୋଝୋ ବୋଲି ଭବନ୍ତି ....
ମୋର କିଛି ଭୁଲ ଥିଲେ ଛୋଟ ଭାବି ଖ୍ଯମା କରିଦେବ ...ଭଲ ଲାଗିଲେ ମତାମତ ଜଣାନ୍ତୁ.
It's a sleek web site that is divided into different sections; a sportsbook, on line casino, poker site, stay dealer on line casino, and horse racing part. They offer an excellent on line casino split into two sections, the Red Casino and the Classic Casino properly as|in addition to} an excellent sportsbook for players wanting to play the percentages on some major sporting markets. Their on line casino sections have every little thing from great cell slots to tremendous table video games. Ignition Casino is a fantastic all-around cell on line casino and it is not exhausting to see why so many think about it to be one of the best on-line on line casino 먹튀사이트 먹튀프렌즈 out there. The cell gameplay is phenomenal and so they have a lot to offer phrases of|when it comes to|by means of} game selection, banking choices, bonuses and rewards, and cell capabilities.
ReplyDeletePlease do not enter any spam link in the comment box.